ରାଷ୍ଟ୍ରପତିଙ୍କ ଅନୁମୋଦନ :ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂଙ୍କ ସମେତ ୪ ଜଣ ଯିବେ ରାଜ୍ୟସଭା

ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚାରିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ଏବଂ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ସୋନାଲ ମାନସିଂହ। ବାକି ଦୁଇ ଜଣ ହେଲେ କୃଷକ ନେତା ରାମ ସକଲ ଏବଂ ଲେଖକ ଓ ସ୍ତମ୍ଭକାର ରାକେଶ ସିହ୍ନା। ବିଶ୍ୱବିଦିତ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ୧୯୫୯ ମସିହାରୁ ପଥର ଖୋଦେଇ କଳାରେ ଉତ୍କର୍ଷ … Continue reading ରାଷ୍ଟ୍ରପତିଙ୍କ ଅନୁମୋଦନ :ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂଙ୍କ ସମେତ ୪ ଜଣ ଯିବେ ରାଜ୍ୟସଭା